ଭୟଙ୍କର ବିସ୍ଫୋରଣ ପରେ ତାରକାଗୁଣ୍ଡ ପାଲଟିଗଲା ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍‌ ତାରା

ନୂଆଦିଲ୍ଲୀ: ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ତାରାଟିଏ ଫାଟି ଯାଇ ‘ସୁପର୍‌ନୋଭା’ (ଅତି ଉଜ୍ଜ୍ବଳ ନକ୍ଷତ୍ର) ପାଲଟିଥିବା ଦୃଶ୍ୟ ପ୍ରଥମ କରି ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି। ବର୍କେଲିସ୍ଥିତ ‘ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟି’ ଏବଂ ‘ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ’ର ଗବେଷକମାନେ ଧ୍ବଂସାଭିମୁଖୀ ଉକ୍ତ ବୃହଦ୍‌କାୟ ଲାଲ୍‌ ତାରାର ଶେଷ ୧୩୦ ଦିନ ଦେଖିଥିଲେ। ଲାଲ୍‌ ରଙ୍ଗର ବୃହଦ୍‌କାୟ ତାରାଗୁଡ଼ିକ ଶେଷ ଅବସ୍ଥା ବେଳକୁ ସାଧାରଣତଃ ନିଷ୍କ୍ରିୟ ହୋଇପଡ଼ନ୍ତି ବୋଲି ଜ୍ୟୋତିର୍ବିଜ୍ଞାନୀଙ୍କର ଧାରଣା ଥିଲା। କିନ୍ତୁ, … Continue reading ଭୟଙ୍କର ବିସ୍ଫୋରଣ ପରେ ତାରକାଗୁଣ୍ଡ ପାଲଟିଗଲା ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍‌ ତାରା